କଟକ କମିଶନରେଟ ପୋଲିସ ପକ୍ଷରୁ କାଳିପୂଜା ପ୍ରସ୍ତୁତି ବୈଠକ ଶହିଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଦଶହରା ଶାନ୍ତି ଶୃଙ୍ଖଳାର ସହ ଶେଷ ହେଵା ପରେ କାଳି ପୂଜାକୁ ଶାନ୍ତି ଶୃଙ୍ଖଳା ସହ ଆୟୋଜନ କରିବା ପାଇଁ ଶାନ୍ତି କମିଟି ଓ ବିଭିନ୍ନ ପୂଜା କମିଟି ସହ ବୈଠକ ହୋଇଯାଇଛି।
#KaliPuja #preparationmeeting #Cuttack #CommissioneratePolice #pujacommittees #Odisha #ArgusNews