କଟକ ଗଡଗଡ଼ିଆ ମନ୍ଦିର ପରିସରରେ କପିଳେନ୍ଦ୍ରଦେବଙ୍କ ରାଜ୍ୟାଭିଷେକ। ଗଜପତି କପିଳେନ୍ଦ୍ର ଦେବ ଙ୍କ ହଜି ଯାଇଥିବା ପୁରୁଣା କୀର୍ତ୍ତିରାଜିର ପୁନରୁଦ୍ଧାର ଓ ସରକ୍ଷଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରି ଡିସ୍କୋଭର ଲଷ୍ଟ ହେରିଟେଜ ଗ୍ରୁପ ଏବଂ ସିଲଭର ସିଟି କଟକ ଚାରିଟି ବୁଲ ଟ୍ରଷ୍ଟର ସଦସ୍ୟ ମାନେ ।
#cuttack #gadagadiatemple #kapilendradeva #coronation #heritage #Odisha #ArgusNews