ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ଵରମଙ୍କ ଘରେ ସିବିଆଇ ରେଡ। ସୂଚନା ଅନୁସାରେ, କାର୍ତ୍ତି ଚିଦାମ୍ଵରମଙ୍କ ଘର ଓ ଅଫିସରେ ରେଡ ଜାରି ରହିଛି। ପୂର୍ବରୁ ହେଉଥିବା ରେଡ ଅନୁସାରେ, ଏହା ଏକ ପ୍ରକିୟା ବୋଲି କୁହାଯାଇଛି।
#CBIraid #KartiChidambaram #Formerfinanceminister #Congressleader #ArgusNews