#ଅସହାୟ_ଗରିବଙ୍କୁ_ସରକାରଙ୍କ_ଅଣଦେଖା
#ଭିନ୍ନକ୍ଷମଙ୍କୁ_ମିଳୁନି_ପ୍ରମାଣପତ୍ର
ନା ଆଖିକୁ ଦିଶୁଛି ନା ଦେହରେ ବଳ ଅଛି। ଦଶ ବର୍ଷ ହେଲାଣି ଦୁର୍ଦିନରେ ଦିନ କାଟୁଛନ୍ତି ଏ ଦୃଷ୍ଟି ହୀନ ମହିଳା ମଞ୍ଜୁଲତା ମଲିକ | ହେଲେ ସରକାରୀ ଯୋଜନା ତାଙ୍କ ପାଇଁ ସତେ ଯେପରି ସାତ ସପନ ! ପକା ଘର ଖଣ୍ଡେ ନଥିବାରୁ ଝାଟି ମାଟି ଘରେ ପଡି ରହିଛନ୍ତି ଏହି ପରିବାର |
#helpless #Divyang #blindwoman #Kendrapara #govtyojanafailed #Homeless #Odisha #ArgusNews