ପଞ୍ଚାୟତ ସମିତି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ । ଆନନ୍ଦପୁର ପଞ୍ଚାୟତ ସମିତି ବୈଠକ ଚାଲିଥିବା ବେଳେ ୩ନଂ ଜୋନର ବିଜେପି ଜିଲ୍ଲାପରିଷଦ ସଦସ୍ୟା ଅସିମା ମିଶ୍ରଙ୍କୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଅଶାଳୀନ ବ୍ୟବହାର କରିଥିବା ଅସୀମା ଅଭିଯୋଗ କରିଛନ୍ତି
#Keonjhar #Anandpur #BJDMLA #misbehave #allegations #ArgusNews