ଯନ୍ତ୍ରଣାରେ ଛଟପଟ ପିୟୁସ୍ । ମାତ୍ର ୧୫ ବର୍ଷ ବୟସରେ ଖରାପ ହୋଇଯାଇଛି ୨ଟି ଯାକ କିଡନୀ । ତୁରନ୍ତ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ କହିଛନ୍ତି ଡାକ୍ତର । ହେଲେ ଏଥିପାଇଁ ଆବଶ୍ୟକ ୧୫ ଲକ୍ଷ ଟଙ୍କା । ଏତେ ଟଙ୍କା କୁଆଡୁ ଆଣିବେ ସେହି ଚିନ୍ତାରେ ପୁରା ପରିବାର ।
#HealthProblem #kidneydisease #Piyush #Helpless #NeedHelp #Puri #Brahmagiri #Odisha #ArgusNews