#ରାଜ୍ୟରେ_ପାଳନ_ହେବ_ମାଣ୍ଡିଆ_ଦିବସ
ଚଳିତ ବର୍ଷ ନଭେମ୍ବର ୧୦ ତାରିଖ ଦିନ ତଥା ମାର୍ଗଶିର ମାସ ପ୍ରଥମ ଗୁରୁବାର ଦିନ ପାଳିତ ହେବ ମାଣ୍ଡିଆ ଦିବସ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କୋରାପୁଟ କୁନ୍ଦ୍ରା ଅଞ୍ଚଳର ମାଣ୍ଡିଆ ଚାଷୀ। ସ୍ଵାଭିମାନ ସହ ବଢିଲା ରୋଜଗାରର ବାଟ। ମାଣ୍ଡିଆ ଚାଷ ଜିଲ୍ଲାରେ ଯଦି ଠିକ ଭାବରେ ଚାଲେ ତାହାହେଲେ ମାଣ୍ଡିଆ ଚାଷରେ ଯୋଡ଼ି ହେବେ ସହ ସହ ଯୁବ ଚାଷୀ ।
#MandiaDiwas #Koraput #Kotpad #milletmission #Odisha #ArgusNews