ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଈ ଦେବାପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ,ସେଥିମଧ୍ୟରୁ ବସୁଧା ଯୋଜନା ମାଧ୍ୟମରେ ରାଜକୋଷରୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା । ହେଲେ ଆଜିବି ଏମିତି କିଛି ସ୍ଥାନ ରହିଛି, ଯେଉଁଠିକା ଲୋକେ ବିଶୁଦ୍ଧ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ।
#Waterproblem #Drinkingwater #Basudhayojana #Water #Mohana #Kulapathar #Odisha #ArgusNews