ରଥ ଚକ୍ ଖଡ଼ି ରେ।।ଏହି ରଥର ଉଚ୍ଚତା ରହିଛି ୧ ଇଞ୍ଚ । ଭିତରେ ଥିବା ଜଗନ୍ନାଥ ଙ୍କ ଉଚ୍ଚତା ୧ ଦଶମିକ ୫ ମିଲି ମିଟର। ଜଗନ୍ନାଥଙ୍କ ସାରଥୀଙ୍କ ଉଚ୍ଚତା ରହିଛି ୩ ମିଲି ମିଟର। ଆଉ ସେହି ରଥରେ ଲାଗିଛି ବାନା ସାଙ୍ଗକୁ ଓଲଟ ପାରା, ଡାହୁକ ଏବଂ ଘୋଡା ସାଙ୍ଗକୁ ରହିଛନ୍ତି ସାରଥୀ। ରଥ ଭିତରେ ବସିଛନ୍ତି ଜଗତର ନାଥ ଜଗନ୍ନାଥ ।
#ArgusNews #Odisha #ArguNewsTV #RathaJatra #RathaJatra21 #kuniratha