ହକି ଇଣ୍ଡିଆର ସଭାପତି ହୋଇଥିବାରୁ ଦିଲ୍ଲୀପ ତିର୍କୀଙ୍କୁ ଅଭିନନ୍ଦନ । ତାଙ୍କୁ ବହୁତ ଭଲ ଭାବେ ଜାଣିଛି । ଆଶା କରୁଛି ମିଳିଥିବା ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବେ । ବିଶେଷ କରି ତୃଣମୂଳ ସ୍ତରରୁ କିପରି ରାଜ୍ୟ ତଥା ଦେଶରେ ହକିର ବିକାଶ ହେବ ତାହା ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ : ଲାଜଲୁସ ବାରଲା
#hockeyindia #president #diliptirkey #hockey #hockeynews #sports #sportsnews #argusnews