#ସରକାରଙ୍କ_ବିରୋଧରେ_ସରକାରୀ_ଦଳର_ବିଧାୟକ
#ବିଧାନସଭାରେ_ଉତକ୍ଷିପ୍ତ_ହେଲେ_ବିଜେଡି_ବିଧାୟକ
ବିଧାନସଭାରେ ସରକାରଙ୍କୁ ଅଡୁଆରେ ପକାଇଛନ୍ତି ସରକାରୀ ଦଳ ବିଧାୟକ। ଶୂନ୍ୟକାଳରେ ସରକାରୀ ଅଧିକାରୀଙ୍କ ଉପରେ ଉତକ୍ଷିପ୍ତ ହୋଇଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ବିବୃତି ରଖି ସୌମ୍ୟ କହିଥିଲେ `ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ' ?
#Bhubaneswar #BJD #MLA #bhagirathisethi #SoumyaRanjanPatnaik #Odisha #ArgusNews