ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ କୁଡାନାଳୀ ଗ୍ରାମର ଭାଇଭଉଣୀ, ଆୟୁଷ ରଞ୍ଜନ ରାଉତ ଓ ଆଦ୍ୟାଶା ପ୍ରିୟଦର୍ଶିନୀ ରାଉତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ତାଙ୍କର ବିଜୟ ପାଇଁ ଏକ ଅଭିନନ୍ଦନ କାର୍ଡ଼ ସହ ଭାରତର ଅବହେଳିତ ଛାତ୍ରଛାତ୍ରୀଙ୍କ ପାଇଁ
ଉଚିତ ପଦକ୍ଷେପ ନେବାକୁ ଏକ ଆବେଗ ପୂର୍ଣ୍ଣ ପତ୍ର ମଧ୍ୟ ପଠାଇଛନ୍ତି ।
#Redhakhol #LettertoPrimeMinister #brothersister #Odisha #ArgusNews