ମା'ଙ୍କ ପିଠରେ ବିଶେଷ ମହତ୍ୱ ରହିଛି। ଯଦି ଜଣେ ଭକ୍ତ ନିଜର ମନସ୍କାମନା ନେଇ ମା'ଙ୍କ ମଥାରେ ଫୁଲ ଚଢ଼଼ାଇବା ପରେ ଯଦି ଫୁଲ ଖସେ ମନସ୍କାମନା ପୂରଣ ହୁଏ, ଯଦି ଫୁଲ ନଖସେ ତେବେ ଭକ୍ତର ମନବାଂଛା ପୁରଣ ହୁଏନାହିଁ ଓ ଅନେକ ବାଧାବିଗ୍ନ ହୋଇଥାଏ ବୋଲି ମା'ଙ୍କ ପିଠରେ ବିଶ୍ଵାସ ରହିଛି....।
#ArgusNews #MaaDhamarai #devotees #worship #wish #chandbali #Odisha