#ନିଜ_ଲୋକଙ୍କୁ_ଆଲିଙ୍ଗନ_କଲେ_ଅବସାଦ_କମେ
କଷ୍ଟ ବା ଦୁଖ ପରିସ୍ଥିତିରେ କେହି ନିଜର ଆମକୁ କୁଣ୍ଢେଇ ପକେଇଲେ ଖୁବ ଆଶ୍ବସ୍ତ ଅନୁଭବ ହୁଏ । ଆମେରିକାର ଏରିଜୋନା ୟୁନିଭରସିଟି ଦ୍ବାରା ହୋଇଥିବା ଏ ଗବେଷଣା ୭୬ ଜଣଙ୍କ ଉପରେ ହୋଇଥିଲା, ଏହାପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦେଖନ୍ତୁ ରିପୋର୍ଟ ।
#Hugging #depressed #feellonely #magic #ArgusNews