CBI ସ୍କାନର ରେ ଶିଳ୍ପପତି ମହିମା ମିଶ୍ର । ଆଜି ଦ୍ଵିତୀୟ ଦିନରେ ପୁଣି ଘାଣ୍ଟିବ CBI । ମହିମାଙ୍କୁ ଆଜି ଭୁବନେଶ୍ବର CBI ଅଫିସରେ ହୋଇପାରେ ଜେରା। ଗତକାଲି ମହିମା, ତାଙ୍କ ପୁଅ ଚନ୍ଦନ, ପାରାଦୀପ ପୋର୍ଟର CME ସରୋଜ ଦାସ ଓ ଠିକାଦାର ସୁମନ୍ତଙ୍କୁ ଜେରା କରିଥିଲା CBI
#MahimaMishra #CBI #Bhubaneswar #ArgusNews