ଖୋର୍ଦ୍ଧା ମାଣିକାଗୋଡାରେ ପାଳିତ ହେଉଛି ସ୍ବତନ୍ତ୍ର ଦଶହରା । ଏଠି ହୋମରେ କର୍ତ୍ତା ସାଜନ୍ତି ମୁସଲିମ ସମ୍ପ୍ରଦାୟ । ରିତିନୀତି ଅନୁଯାଇ ସପ୍ତମୀ ରାତିରୁ ଆରମ୍ଭ ହୋଇଥାଏ ପର୍ବ । ମାଣିକଗୋଡ଼ା ନାଁକୁ ନେଇ ଯେତିକି ରହିଛି ରୋଚକ କାହାଣୀ ସେତିକି ରୋଚକ ଏଠାକାର ପରମ୍ପରା ।
#manikagoda #durgapuja #bhaichara #hindumuslim #tradition #khordha #odisha #argusnews