#ଝଲସିଲା_ମା_ମଣିନାଗଙ୍କ_ପୀଠ
#ପୂରଣ_ହେଲା_ରଣପୁର_ବାସୀଙ୍କ_ଦୀର୍ଘ_ଦିନର_ଦାବି
ଗୁରୁବାର ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ମଣିନାଗଙ୍କ ପୀଠରେ ବହୁ ଉନ୍ନତି ମୂଳକ ଓ ସୌନ୍ଦ୍ରର୍ଯ୍ୟକଣ କାର୍ଯ୍ୟର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ ଅଏଲର କର୍ପୋରେଟ୍ ସାମାଜିକ ଦାୟିତ୍ବ ଅନ୍ତର୍ଗତ ପୀଠ ପରିସରରେ ପ୍ରାୟ 2 କୋଟି ଟଙ୍କାରେ ବ୍ୟୟରେ ଭକ୍ତ ପାଇଁ କରାଯାଇଛି ଅନେକ ସୁବିଧା
#unionminister #dharmendrapradhan #maninagatemple #nayagarh #beautification #odisha #argusnews