କଟକ ଯଶୋଦା ସଦନ ଅନାଥ ଆଶ୍ରମ ରେ ରାହୁଥିବା ତିନି ଜଣ ମାଟ୍ରିକ ଛାତ୍ର କମାଲ କରି ଦେଖାଇଛନ୍ତି। ପରୀକ୍ଷା ରେ 75 ପ୍ରତିଶତ ରୁ ଅଧିକ ମାର୍କ ରଖି ଯଶୋଦା ସଦନ ପାଇଁ ଆଣିଛନ୍ତି ଗୌରବ। ଏହି ଛାତ୍ରଙ୍କ ପରୀକ୍ଷା ଫଳକୁ ନେଇ ଅନାଥ ଆଶ୍ରମରେ ଦେଖିବାକୁ ମିଳିଛି ଖୁସିର ମାହୋଲ ।
#Cuttack #jasodasadan #MatricResult #BSE #proudmoment #odisha #ArgusNews