ଲଗାଣ ବର୍ଷାରୁ ଫୁଲୁଛି ଗଙ୍ଗାହାର ନଦୀ । ଗଙ୍ଗାହାର ନଦୀ ଫୁଲିବା ଫଳରେ କଲଭର୍ଟ ପୋଲ ଉପରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି।ଯାହାଫଳରେ କୁଆମରା ଏବଂ ବଡ଼ସାହି ଯୋଗାଯୋଗ ବିଛିନ୍ନ ହୋଇଛି ।
#Mayurbhanj #Udala #Heavyrains #Flood #Odisha #ArgusNews