ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବତ୍ତୋର ସମ୍ପତି ହରିଲୁଟ । ୪୦ ହଜାର ଏକରରୁ ଉର୍ଦ୍ଧ ଜମିର ମିଳୁନି ହିସାବ । ଠାକୁରଙ୍କ ଜମିଗୁଡିକ ବହୁ ପ୍ରଭାବଶାଳୀ ଲୋକଙ୍କ କବଜାରେ ରହିଥିବା ବେଳେ ଏଗୁଡିକୁ ଏବେ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଠାକୁରଙ୍କ ଜମିଗୁଡିକର ପୁନରୁଦ୍ଧାର କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।
#Mayurbhanj #lordproperty #LandIssue #Corruption #restoration #Demand #Odisha #ArgusNews