କମନୱେଲ୍ଥ ଗେମ୍ସର ଅଷ୍ଟମ ଦିନରେ ପଦକ ବର୍ଷା । ଶୁକ୍ରବାର ୬ ପଦକ ସହ ଭାରତକୁ ମିଳିଛି ୩ ସ୍ବର୍ଣ୍ଣ ପଦକ । କୁସ୍ତିରେ ପୁରୁଷ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଓ ୬୨ କେଜି ବର୍ଗରେ ଶାଖୀ ମଲ୍ଲିକ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୫୭ କେଜି ବର୍ଗରେ ଅଂଶୁ ମଲ୍ଲିକଙ୍କୁ ରୌପ୍ୟ ପଦକ ମିଳିଛି ।
#CommonwealthGames #goldmedals #India #National #ArgusNews