ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ !
ଆଜି ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ନିମାପଡା ଗ୍ରସ୍ତ ସମୟରେ ପିପିଲି ଟୋଲ ଗେଟ ନିକଟରେ ଦିନ 10.20 ସମୟରେ ରେ ଦୁଇଜଣ ଶିକ୍ଷୟତ୍ରୀଙ୍କୁ ଦେଖିଥିଲେ । ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗ୍ରସ୍ତ କରିଥିଲେ । ଦିନ 10.23 ରେ ମଧ୍ୟ ପିଲାମାନେ ହତା ରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ । DEO ଓ BEO ଙ୍କୁ ଫୋନ କରି ଏହି ସ୍କୁଲର 8ଜଣ ଶିକ୍ଷକଙ୍କୁ କାରଣ ଦର୍ଶlଅ ନୋଟିସ ଜାରି କରିବା ସହ ଦରମା ବନ୍ଦର ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ
#SameerRanjanDas #SchoolandmassEducation #Minister #ArgusNews