#ଧୋକା_ଦେଲା_ମୋ_ବସ !
ଯାତ୍ରୀ ଓହ୍ଲାଇବା ବେଳେ ଖୋଲିଲାନି ଦୁଇଟି ଯାକ ଡୋର । ଯାହାକୁ ନେଇ ଭୟଭୀତ ହୋଇଥିଲେ ବସରେ ଥିବା ଯାତ୍ରୀ । କିଛି ଯାତ୍ରୀ ଭୟରେ ବସ ଝରକା ଦେଇ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ବସ ଟି କନ୍ଦର ପୁରରୁ ଧବଳେଶ୍ଵର ଯାଉଥିଲା
#MoBus #MoBusIssue #ArgusNews #ArgusNews