ପାର୍ଟି ଲାଇନରୁ ବାହାରକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଝଡ଼ ଥମିବାର ନାଁ ନେଉନି । ଗୋଟିଏ ପଟେ ପିସିସି ସଭାପତି ପଦବୀ ପାଇଁ ଇଚ୍ଛୁକ ଥିବା ମୋକିମ୍ ଶରତ ପଟ୍ଟନାୟକଙ୍କୁ ନେଇ ବେଶ ଅସନ୍ତୁଷ୍ଟ ଥିବା କୁହାଯାଉଛି ।
#MohammedMoquim #PCC #saratpattnaik #PresidentialElection #Odisha #ArgusNews