ପ୍ଲାଷ୍ଟିକ ଡବା ଭିତରେ ବୁଲା କୁକୁରଙ୍କ ମୁଣ୍ଡ ଫସିଯିବା ଏକ ସାଧାରଣ ଘଟଣା ହେଇଗଲାଣି । ଓଡ଼ିଶାରେ ମଧ୍ୟ ଆଗରୁ କ୍ୟାନ ଭିତରେ ମୁଣ୍ଡ ଫସିଥିବା ସାପ ଉଦ୍ଧାର କରାଯାଇଛି । ହେଲେ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଗୋଧି ବା ମନିଟର ଲିଜ଼ାର୍ଡ ଏମିତି ଏକ ପରିତ୍ୟକ୍ତ କ୍ୟାନରେ ମୁଣ୍ଡ ପୁରେଇ କଲବଲ ହେବା ଦେଖିବାକୁ ମିଳିଛି
#Monitorlizards #milkcane #Rescue #snakehelpline #Viralvedio #ArgusNews