ସୁନ୍ଦରଗଡ଼ କୋଇଡ଼ା ବ୍ଲକ ଫଟାଟାଙ୍ଗର ଆଶ୍ରମ ସ୍କୁଲରେ ବଡ଼ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ 100ରୁ ଅଧିକ ଛାତ୍ରୀ ଅସୁସ୍ଥ ।ଅସୁସ୍ଥ ଛାତ୍ରୀମାନଙ୍କୁ ବଣାଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି 2 ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି ।
#Sundargarh #MidDayMeal #sick #Odisha #ArgusNews