ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି । ଏପ୍ରିଲ ୧୧ରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ହେବ ସ୍କୁଲ । ସବୁ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳ 7ଟାରୁ ପୂର୍ବାହ୍ନ 11ଟା 30 ପର୍ଯ୍ୟନ୍ତ ପାଠପଢ଼ା ହେବ ।
#ArgusNews #morningschool #summer #EducationDepartment #Odisha