#ଯୋଜନା_କାହା_ପାଇଁ ?
ଓଳିଏ ଖାଇଲେ ଓଳିଏ ଉପାସ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗାଁରେ ମାନସିକ ବିକାରଗ୍ରସ୍ତ ମୁକ୍ତା ପ୍ରଧାନ । ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଭିନ୍ନକ୍ଷମ ପୁଅକୁ ନେଇ କଟୁଛି ଦିନ । ଏଭଳି ପରିସ୍ଥିତି ପଡୁନି ସରକାରଙ୍କ ନଜର
#balangir #BelapadaBlock #NeedHelp #MuktaPradhan #ArgusNews