ନବରଙ୍ଗପୁର ଜିଲ୍ଲାରେ 18 ଜଣ ଭିନ୍ନକ୍ଷମ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଅଧୀନରେ ଦିବ୍ୟାଙ୍ଗ ଅନ୍ତନିର୍ବେଶି ଶିକ୍ଷା ସ୍ବେଚ୍ଛାସେବୀ ଭାବେ ଦୀର୍ଘ 11 ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ସେମାନଙ୍କୁ କେବଳ 4760 ଟଙ୍କା ମାସିକ ଦରମା ପ୍ରଦାନ କରାଯାଉଛି
#Nabaragapur #Handicapped #teacher #OdishaGovt #Odisha #ArgusNews