#ଆବାସ_ଅପେକ୍ଷା_ରେ_ବୃଦ୍ଧ_ଦମ୍ପତି
#ଦୟନୀୟ_ଅବସ୍ଥାରେ_ବିତୁଛି_ଜୀବନ
ଝରିଗାଁର ଅସହାୟ ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ପକ୍କା ଘର ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଥିଲା ଵାଲା ପକ୍କା ଘର ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଯୋଜନାର ଲାଭ ପାଇ ପାରୁନାହାନ୍ତି ।
#Nabrangpur #AwasYojna #OldCouple #Homeless #Corruption #ArgusNews