ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତ ଶିଶୁ, ଗର୍ଭବତୀ ଏବଂ ପ୍ରସୂତିଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ଦୁର୍ଗମରେ ସରକାରୀ କର୍ମଚାରୀଙ୍କ ମନମାନି ଏବଂ ତଦାରଖ ଅଭାଵ ଯୋଗୁଁ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ । ଆଉ କର୍ମଚାରୀଙ୍କ କାର୍ଯ୍ୟର ଅବହେଳାରେ ଅତିଷ୍ଠ ହୋଇ ଶେଷରେ ଗ୍ରାମବସୀ ମିନି ଅଙ୍ଗନବାଡ଼ି କେନ୍ଦ୍ର ଗୃହରେ ତାଲା ପକାଇ ପ୍ରତିବାଦ କରିଛନ୍ତି ।
#Nabrangpur #Jharigam #durgama #malnutrition #nutritiousfood #Odisha #ArgusNews