ନବରଙ୍ଗପୁରରେ ଅନାଥ ଆଶ୍ରମ ପରିଦର୍ଶନ କରି ଝିଅ ମାନଙ୍କ ସହ ନାଚିଲେ ଏସପି ଏସ. ସୁଶ୍ରୀ । ଆଶ୍ରମ ରେ ଥିବା ଅନାଥ ବାଳିକା ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଜୀବନରେ ଆଗକୁ ବଢିବାକୁ ହେଲେ ନିଜ ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ଵ ଦେବାକୁ ହେବ ବୋଲି ଛାତ୍ରୀଙ୍କୁ ବୁଝାଇଥିଲେ।
#Nabrangpur #SPvisited #orphanage #orphangirls #dancing #Odisha #ArgusNews