ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାନାହାଣ୍ଡି ଗାଁରେ ଗୋଟିଏ ପରିବାର ଗତ ସପ୍ତାହେ ହେବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ବର୍ଷର ଝିଅକୁ ଡାକ୍ତରୀ ଟିମ୍ ଉଦ୍ଧାର କରି ରାଇଘର ମେଡିକାଲରେ ଭର୍ତ୍ତି କରିଛନ୍ତି ।
#Nabrangpur #diarrhea #medicalteam #Odisha #ArgusNews