ଲଗାଣ ବର୍ଷାରେ ଭୁଷୁଡିଲା ବିଦ୍ୟାଳୟ ଶ୍ରେଣୀ ଗୃହ କାନ୍ଥ । ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ପାଞ୍ଚଟି ଶ୍ରେଣୀର ୯୨ ଜଣ ଛାତ୍ର,ଛାତ୍ରୀ । ତେବେ ଲଗାଣ ବର୍ଷାରେ ବିଦ୍ୟାଳୟ କାନ୍ଥ ଭାଙ୍ଗିଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖାଣ୍ଡା ପଞ୍ଚାୟତ ଅଧିନ କରାଣ୍ଡିଆଗୁଡା ପ୍ରାଥମିକ ବିଦ୍ୟାଳୟରେ।
#Nabrangpur #umarkote #schoolwallCollapse #Studentissue #Odisha #ArgusNews