#ଝିଅମାନେ_ବଜାଇଲେ_୧୮_କେଜିର_ନାଗପୁର_ବାଜା
ଏଥର ଭୁବନେଶ୍ଵରର ଓଲ୍ଡ ଟାଉନ୍ ଦୁର୍ଗା ପୂଜା ଭସାଣିରେ ସାମିଲ ହୋଇଛି ନାଗପୁର ବାଜା। ଯାହାର ବିଶେଷତ୍ଵ ରହିଛି ଏହାକୁ ଝିଅ ମାନେ ବଜାଉଛନ୍ତି। ୨୫ ଜଣ ଝିଅ ଓ ୪୦ ଜଣ ପୁଅ ମହାରାଷ୍ଟ୍ରରୁ ଭସାଣିରେ ସାମିଲ ହେବାକୁ ଆସିଛନ୍ତି....।
#NagpurBand #Durgapuja2022 #Bhasani #Bhubaneswar #Odisha #ArgusNews