#ମଲ୍ଟିପ୍ଲେସ୍_ଆସୋସିଏସନ_ଇଣ୍ଡିଆ_ପକ୍ଷରୁ_ନିଆରା_ପ୍ରୟାସ !
୭୫ ବର୍ଷ ପୂର୍ତ୍ତି ଅବସରରେ 75ଟଙ୍କାରେ ଟିକେଟ୍ !
ମଲ୍ଟିପ୍ଲେସ ହେଉ କି ସିଙ୍ଗଲ ସ୍କ୍ରିନ୍ ସବୁଠି ଟିକଟ ଦର ସମାନ । ରାଜଧାନୀରେ ସବୁ ହଲ ହାଉସଫୁଲ । ଦେଖିବା ଏହି ରିପୋର୍ଟ
#NationalCinemaDay #MovieTicket #Price #ArgusNews #Odisha