ଆଗକୁ ଆସୁଛି ନକ୍ସଲଙ୍କ ସହିଦ ସପ୍ତାହ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମାଓବାଦୀ । ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ ନେଉଛନ୍ତି ପ୍ରଶିକ୍ଷଣ । ବଡ଼ ଅଘଟଣ ପାଇଁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି । ବେଶ୍ କିଛି ଦିନ ଧରି ନିରବ ଥିବା ନକ୍ସଲଙ୍କ ବନ୍ଧୁକ ଏହି ସମୟରେ ଗର୍ଜିବାକୁ ପ୍ରସ୍ତୁତ ହେଉଛି ।
#Naxal #martyrdomweek #training #SunabedaSanctuary #Odisha #ArgusNews