#କାହିଁକି_ନିରବଦ୍ରଷ୍ଠା_ସାଜିଛନ୍ତି_ରାଜ୍ୟ_ସରକାର !
ନୟାଗଡ଼ ଜିଲ୍ଲା ମାତୃ ଓ ଶିଶୁ ମଙ୍ଗଳ ଚିକିତ୍ସାଳୟରୁ ଗାୟବ ହୋଇଯାଇଥିଲା ନବଜାତ ଶିଶୁ l ଠିକ ଶିଶୁ ଚୋରି ହେବା ଦିନ କାହିଁକି ହଠାତ ଖରାପ ହୋଇଗଲା ସିସିଟିଭି ବ୍ୟବସ୍ଥା ? ଦେଖିବା ଏହି ରିପୋର୍ଟ
#Childtheft #nayagarh #OdishaGovt #NewbornChild #ArgusNews