ବାହାରକୁ କାମ କରି ଯାଇ ବାଂଲାଦେଶରେ ଫସିଯାଇଛନ୍ତି ନୟାଗଡ଼ ସିପାହୀଅ ସୁରଢ଼ୀପା ଗ୍ରାମର ମାନସିକ ଭିର୍ଣ୍ଣକ୍ଷମ ଯୁବକ ସୁଦାମ ମାଝୀ l ଏପଟେ , ଅନ୍ତର୍ଜାତୀୟ ମାମଲା କହି ସୁଦାମଙ୍କୁ ଗାଁ କୁ ଫେରାଇ ଆଣିବାରେ ସହଯୋଗ କରିବା ବଦଳରେ ହାତ ଟେକିଦେଇଛି ଜିଲ୍ଲାପ୍ରଶାସନ
#nayagarh #missingcase #youngboy #nayagarhnews #argusnews #odisha