କରୋନା ମହାମାରୀ ବେଳେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଇଥିଲେ ନୟାଗଡ଼ର ଅଫତାବ ହୁସେନ l ଆଉ ଏବେ କରୋନା ହଟିବା ପରେ ଦୁଇବର୍ଷ ମଧ୍ୟରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ନିଜ ଘରେ ମହାଆଡମ୍ବରରେ ରଥଯାତ୍ରା ପାଳୁଛନ୍ତି ଅଫତାବ
#Covid19 #muslimYouth #RathaYatra2022 #ArgusNews #odisha