ପବିତ୍ର ହେରାପଞ୍ଚମୀରେ ନୀଳଗିରି ଗୁଣ୍ଡିଚା ମନ୍ଦିର ଠାରେ ନନ୍ଦିଘୋଷ ରଥ ଭାଙ୍ଗିଲେ ଅଭିମାନି ମା ଲକ୍ଷ୍ମୀ ସାଆନ୍ତାଣୀ । ଆଡପମଣ୍ଡପରେ ମାନବୀୟ ଲୀଳା କରି ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଛନ୍ତି ନୀଳଗିରି ମହାବାହୁ । ରାଗ ଜର୍ଜରିତ ଲକ୍ଷ୍ମୀ ଠାକୁରାଣୀ ବଡ଼ଦେଉଳରୁ ପାଲିଙ୍କିରେ ଆସି କ୍ରୋଧରେ ରଥ ଭାଙ୍ଗି ନନ୍ଦିଘୋଷ ଉପରେ ରାଗ ସୁଝାଇଛନ୍ତି । ଦେଖନ୍ତୁ ସେହି ପରମ୍ପରାର ଦୃଶ୍ୟ
#Balasore #Nilagiri #Herapanchami #RathaYatra #Tradition #ArgusNews