ସରୁନି ଚିନାବାଦାମ ଚାଷୀଙ୍କ ଦୁଃଖ । ବିକ୍ରି ପାଇଁ ସରକାରୀ ମୂଲ୍ୟ ଧାର୍ଯ୍ୟ କରିଛି ସରକାର ହେଲେ ମଣ୍ଡି ଖୋଲିବାରେ କୁଣ୍ଠାବୋଧ । ବିକ୍ରି ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଦଲାଲ ପାଖରେ ଏବଂ ରାସ୍ତାକଡ଼ରେ ଶାଗ ମାଛ ଦରରେ ବିକ୍ରି କରି କ୍ଷତି ସହୁଛନ୍ତି ଚିନାବାଦାମ ଚାଷୀ ।
#Nuapada #Khariar #peanuts #FarmersIssues #lossmarket #Odisha #ArgusNews