ଆଗାମୀ ନୂଆ ଓଡ଼ିଆ ଚଳଚ୍ଚିତ୍ର କିସ ମିସର ଅଡିଓ ରିଲିଜ ରାଜଧାନୀର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସ୍ବରାଜ ଏବଂ ଶିବାନୀ। କିସ୍ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଥିବା ବେଳେ ଏହାକୁ ଲେଖିଛନ୍ତି ଡ. ନିର୍ମଳ ନାୟକ
#Upcomming #OdiaMovie #Kissmiss #AudioRelease #ArgusNews