ଆସନ୍ତାକାଲି ବିଶ୍ୱର ପାଖାପାଖି 125 ଟି ଦେଶରେ ରିଲିଜ ହେବାକୁ ଯାଉଛି ଆଜାଦ କି ଅମୃତ ମହୋତ୍ସବ ଅବସରରେ ନିର୍ମାଣ ହୋଇଥିବା ଓଡ଼ିଆ ଗୀତ ଉଦାର ଭାରତ ବର୍ଷ ମୋ ଦେଶ । ଆଜି ଏନେଇ ଗୀତକୁ ନିର୍ମାଣ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି
#OdiaSong #Release #AzadiKaAmritMahotsav #ArgusNews