#୨୯_ତାରିଖରେ_ମୁହାଁମୁହିଁ_ହେବେ_ବିଜେପି_ବିଜେଡି !
୨୪ ଯୁଦ୍ଧ ପୂର୍ବରୁ ରାଜ୍ୟରେ ତିନି ଦଳର ସମରସଜ୍ଜା । ୨୯ରେ ରାଜଧାନୀରେ ହାଇ ପଲିଟିକାଲ ୱାର । ନଡ୍ଡାଙ୍କ ଗସ୍ତ ପାଇଁ 29 ଓ 30ରେ 50 ହଜାର କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେପି । କାଉଣ୍ଟର ପାଇଁ ବରମୁଣ୍ଡା ପଡିଆରେ ବିଜେଡିର ବଡ ସଭା। ଖୋର୍ଦ୍ଧାରେ କଂଗ୍ରେସ କରିବ ସମାବେଶ
#politics #election #bjpparty #bjd #odishapolitics #jpnadda #politicsnews #campaign #naveenpatnaik #argusnews #odisha