ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସ୍ଥଗିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ । ୯୦ ଦିନ ପାଇଁ ଆଇନ ସ୍ଥଗିତ ପାଇଁ ରାଜ୍ୟସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ୮ ସପ୍ତାହରେ ଉତ୍ତର ରଖିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ।
#universityact #SupremeCourt #OdishaUniversity #Odisha #ArgusNews