#ନାକ_ଟିମ_ମାନ୍ୟତା_ହାସଲରେ_ଓଡିଶା_ପଛୁଆ
ଚଳିତ ବର୍ଷ ନାକ୍ ଟିମ ଓଡିଶା ଆସୁଥିବା ନେଇ ପ୍ରସ୍ତୁତି। କିନ୍ତୁ ଓଡ଼ିଶାର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ନାକ୍ ଟିମ ମାନ୍ୟତାରେ ଭଲ ପ୍ରଦର୍ଶନ କାହିଁକି କରିପାରିନାହିଁ ତାକୁ ନେଇ ବିଭିନ ମହଲରେ ପ୍ରଶ୍ନ।
#Odisha #university #NAAC #NAACCertified #certification #ArgusNews