#ବନ୍ୟାଞ୍ଚଳ_ଗସ୍ତ_କରିବାକୁ_ପ୍ରସ୍ତୁତ_ଓଡିଶା_ଅଗ୍ନିଶମ_ବାହିନୀ !
ଦୁଇଟି ଟିମ ପୁରି ଗସ୍ତ କରିବା ସହ ୪ ଟିମ ଜିବ ନୟାଗଡ଼ । ସାଙ୍ଗରେ ଜେନେରେଟର, ଆସ୍କା ଲାଇଟ, ପାୱାର ଵୋର୍ଟ, କଟର, ଲାଇଫ ଯାକେଟ ମହଜୁଦ ରହିଛି । ପ୍ରତି ଟିମରେ ରହିଛନ୍ତି ୭ସଦସ୍ୟ
#FloodSituation #ODRAF #Preparation #ArgusNews