#ପିଏଫଆଇ_ଉପରେ_ବଡ଼_କାର୍ଯ୍ୟାନୁଷ୍ଠାନ
୫ ବର୍ଷ ପାଇଁ ଦେଶରେ ଫିଏଫଆଇ ବ୍ୟାନ୍ । ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଙ୍ଗଠନଗୁଡ଼ିକ ଉପରେ ମଧ୍ୟ ବ୍ୟାନ୍ ଲାଗୁ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା । ସଂସ୍ଥାଗୁଡ଼ିକ ଦେଶରେ କୌଣସି ପ୍ରକାରର କାର୍ଯ୍ୟକଳାପ କରିପାରିବେ ନାହିଁ ।
#PFIban #UnionHomeMinistry #PFImembers #arrested #Odisha #ArgusNews