ପଞ୍ଚସଖା ମାନଙ୍କ ମଧ୍ୟରୁ ଅନ୍ୟତମ ପୂର୍ବତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମମାଟି ଶ୍ରୀରାମ ଚନ୍ଦ୍ରପୁର ଶାସନ। ସେଠାରେ ରାଜ୍ୟସ୍ଥରୀୟ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ଓଡିଶା ସାହିତ୍ୟ ଏକାଡ଼ମି ଓ ଆଚାର୍ଯ୍ୟ ଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ରାତିରେ ଏକ ସାରସ୍ବତ ସଭାର ଆୟୋଜନ କରାଯାଇଥିଲା ।
#PanditNilakanthaDas #BirthAnniversary #celebrations #Odisha #ArgusNews